ବିଶ୍ୱ ରେକର୍ଡ କଲେ କମଳାକାନ୍ତ: ଭାଙ୍ଗିଲେ ମାରିଓଙ୍କ ରେକର୍ଡ

ବିଶ୍ୱ ରେକର୍ଡ କଲେ ପୁରୀର କମଳାକାନ୍ତ ନାୟକ । ହ୍ୱିଲ ଚେୟାରରେ ୨୧୫ କିମି ଅତିକ୍ରମ କରି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ କଳାକାନ୍ତ । ତେବେ ଭାଇର ରେକର୍ଡରେ ଖୁସି ବ୍ୟକ୍ତ କରିଛନ୍ତି କମଳାକାନ୍ତଙ୍କ ସାନ ଭଉଣୀ । ପୂର୍ବରୁ ପର୍ତ୍ତୁଗାଲର ମାରିଓ ତ୍ରିନିଦାଦଙ୍କ ରେକର୍ଡ ଭାଙ୍ଗିସାରିଛନ୍ତି କମଳାକାନ୍ତ । ହ୍ୱିଲ ଚେୟାରରେ ୧୮୨.୪ କିମି ଅତିକ୍ରମ କରିଥିଲେ ମାରିଓ ତ୍ରିନିଦାଦ ।

Get real time updates directly on you device, subscribe now.