fbpx

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା: ଜଣେ ଠିକା କର୍ମଚାରୀ ମୃତ

ରାଉରକେଲା: ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣରେ ଜଣେ ଠିକା ଶ୍ରମିକ ମୃତ, ଅନ୍ୟ ଜଣେ ଆହତ । ଗ୍ୟାସ୍ ପାଇପ ଲାଇନରେ ବିସ୍ଫୋରଣ ଯୋଗୁଁ ଅଘଟଣ ହୋଇଥିବା ନେଇ ସୂଚନା । ରାଉରକେଲା ଆରଏସପି ସିପିପି-୧ ରେ ଘଟିଛି ଦୁର୍ଘଟଣା, ଗ୍ୟାସ୍ ପାଇପ ଲାଇନରେ ବିସ୍ଫୋରଣ ଯୋଗୁଁ ଜଣେ ଠିକା ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ, ଅନ୍ୟ ଜଣେ ଆହତଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.