fbpx
BSKY SKY
BSKY SKY

ଅଭିନେତ୍ରୀ କାଜୋଲ କୋଭିଡ ପଜିଟିଭ, ପୋଷ୍ଟ ଶେୟାର କରି କହିଲେ ଝିଅକୁ କରୁଛନ୍ତି ମିସ୍

BSKY

କରୋନା ଭାଇରସ ଲାଗାତାର ଭାବରେ ବଢ଼ିଚାଲିଛି । ଏଥିରେ ବଲିଉଡ ତଥା ଟିଭି ସେଲିବ୍ରିଟି ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ କାଜୋଲ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି । ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହି ପୋଷ୍ଟ ଆସିବା ତାଙ୍କର ଫ୍ୟାନମାନେ ତାଙ୍କୁ ନିଜର ଯତ୍ନ ନେବାକୁ କହିଛନ୍ତି ।

 

View this post on Instagram

 

A post shared by Kajol Devgan (@kajol)

ବଲିଉଡ ଅଭିନେତ୍ରୀ କାଜୋଲ ନିଜ ଝିଅ ନ୍ୟାସାଙ୍କ ଫଟୋକୁ ସେୟାର କରି ପଜିଟିଭ ଖବର ଦେଇଛନ୍ତି । କାଜୋଲ କହିଛନ୍ତି ‘ମୁଁ କରୋନା ପଜିଟିଭ ହୋଇଛି , ଏହା ସହ ପୋଷ୍ଟରେ କାଜୋଲ୍ କହିଛନ୍ତି ଯେ ସେ ନିଜ ଝିଅକୁ ଅଧିକ ମିସ୍ କରୁଛନ୍ତି । ଉଲ୍ଲେଖଯୋଗଗ୍ୟ, କାଜୋଲ ନିଜ ଝିଅଙ୍କ ସହ ସିଙ୍ଗାପୁରରେ ଥିଲେ । ନ୍ୟାସାଙ୍କ ପାଠପଢ଼ା ଯୋଗୁଁ କାଜୋଲ ତାଙ୍କ ସହ ସେଠରେ ରହିଥିଲେ କାଜୋଲ ।

 

Get real time updates directly on you device, subscribe now.