• Likes
  • Followers
  • Subscribers
  • Followers
  • Android App
  • Sunday, August 10, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦାଖଲ କରି ଧରାପଡ଼ିଲେ ୨୮ ଜଣ ଛାତ୍ରଛାତ୍ରୀ, ସମସ୍ତଙ୍କର ନାମଲେଖା ବାତିଲ୍ କଲା ଉଚ୍ଚଶିକ୍ଷା ବିଭାଗ

ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦାଖଲ କରି ଧରାପଡ଼ିଲେ ୨୮ ଜଣ ଛାତ୍ରଛାତ୍ରୀ, ସମସ୍ତଙ୍କର ନାମଲେଖା ବାତିଲ୍ କଲା ଉଚ୍ଚଶିକ୍ଷା ବିଭାଗ

By Manas Pradhan Last updated Feb 23, 2022 at 8:35 AM
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରି ଧରାପଡ଼ିଛନ୍ତି ୨୮ ଜଣ ଛାତ୍ରଛାତ୍ରୀ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନକଲି ସାର୍ଟିଫିକେଟରେ କିଛି ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷର ୨୮ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ଉକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ବିଭାଗ ପକ୍ଷରୁ ବାତିଲ୍ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ନକଲି ସାର୍ଟିଫିକେଟ ଦାଖଲ କରି ନାମଲେଖା ହୋଇଥିବା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ଘଟଣାର ତଦନ୍ତ କରାଯାଇଥିଲା । ଏଥିସହ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ସେଲ୍ଫ ଫାଇନାନ୍ସିଂ କଲେଜରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଧ୍ୟକ୍ଷମାନଙ୍କୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି । ତେବେ ୨୦୧୯-୨୦ରେ ଦୁଇଜଣ, ୨୦୨୦-୨୧ରେ ୯ ଜଣ ଓ ୨୦୨୧-୨୨ରେ ୧୭ ଜଣ ନକଲି ସାର୍ଟିଫିକେଟ ଦ୍ୱାରା ନାମ ଲେଖାଇଥିବା ଜଣାପଡ଼ିଥିଲା ।

Share

Prev Post

ଅଗରକରଙ୍କୁ ବୋଲିଂ କୋଚ୍‌ କରିବା ପାଇଁ ସିନିୟର ଖେଳାଳିଙ୍କ ଇଚ୍ଛା, ବିସିସିଆଇର କରାଇଲେ ଦୃଷ୍ଟି ଆକର୍ଷଣ

Next Post

ଗୋପାଳଙ୍କୁ ଗୋଟିଏ ଗାଈ ପାଇଁ ପ୍ରତିମାସରେ ଦିଆଯିବ ୯୦୦ ଟଙ୍କା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

You might also like More from author
Breaking News

ରବର୍ଟ ଭଦ୍ରାଙ୍କ ବଢ଼ିପାରେ ସମସ୍ୟା, ଇଡିର ଦାବି ଯେ ‘ସେ ବେଆଇନ ଭାବେ 58 କୋଟି ରୋଜଗାର…

Breaking News

ଚନ୍ଦ୍ରଭାଗାରେ ଅଘଟଣ, ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ 3 ଯୁବକ ମୃତ

Breaking News

ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତା; ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କଲା…

Breaking News

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା, ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା ଦେଲା ବିଜେଡି

Top Stories

ଛାତିଥରା ଘଟଣା…୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ, କବାଟ ଖୋଲିବାକୁ କହିବାରୁ ଛାତରୁ…

Breaking News

12ରୁ 17 ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, 24 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି

Prev Next
Advertisement
ADVERTISEMENT
Odisha Bhaskar

Recent Posts

ରବର୍ଟ ଭଦ୍ରାଙ୍କ ବଢ଼ିପାରେ ସମସ୍ୟା, ଇଡିର…

ଚନ୍ଦ୍ରଭାଗାରେ ଅଘଟଣ, ସମୁଦ୍ରରେ ଗାଧୋଉଥିବା…

ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର…

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା, ଆସନ୍ତାକାଲି…

ଛାତିଥରା ଘଟଣା…୧୪ ବର୍ଷର ନାବାଳିକାକୁ…

12ରୁ 17 ଯାଏଁ ରାଜ୍ୟରେ ପ୍ରବଳ ବର୍ଷା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ରବର୍ଟ ଭଦ୍ରାଙ୍କ ବଢ଼ିପାରେ ସମସ୍ୟା, ଇଡିର…

ଚନ୍ଦ୍ରଭାଗାରେ ଅଘଟଣ, ସମୁଦ୍ରରେ ଗାଧୋଉଥିବା…

ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର…

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା, ଆସନ୍ତାକାଲି…

Prev Next 1 of 27,835
© 2025 - TK Digital All Rights Reserved.