fbpx

Vodafone Idea ଲଞ୍ଚ କଲା ପକେଟ ସାଇଜ Wifi Router , ଏକ ସାଙ୍ଗରେ ଯୋଡ଼ିପାରିବେ ୧୦ ଡିଭାଇସ

ଭୋଡାଫୋନ ଆଇଡିଆ ୱାଇ-ଫାଇ ଡିଭାଇସ ଦୁନିଆରେ ଏକ ନୂଆ ପ୍ରୋଡକ୍ଟ ଲଞ୍ଚ କରିଛି । ଏହା ହେଉଛି କମ୍ପାନୀର ପକେଟ୍ ସାଇଜ ୪ଜି ରାଉଟର ଯାହାର ନାଁ ରହିଛି Vi MiFi । କମ୍ପାନୀ ଅନୁଯାୟୀ ଏହି ରାଉଟର ୧୫୦ ଏମବିପିଏସ୍ ପର୍ଯ୍ୟନ୍ତ ସ୍ପିଡ ସପୋର୍ଟ ରହିଛି । ଏହି ଡିଭାଇସରେ ୧୦ ଡିଭାଇସ ଏକାସାଙ୍ଗରେ କନେକ୍ଟ ହୋଇପାରିବ ।

Vi MiFi ରାଉଟର 2700 mAh ବ୍ୟାଟେରୀ ସହ ଲଞ୍ଚ ହୋଇଛି । କୁହାଯାଉଛି ଥରେ ଏହାକୁ ଚାର୍ଜ କଲେ ୫ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । Vi MiFi ରାଉଟରର ଦାମ ୨୦୦୦ ଟଙ୍କା ରହିଛି । ରାଉଟରରେ ୩୯୯ ଟଙ୍କାରୁ ପ୍ଲାନ ଆରମ୍ଭ ହେଉଛି । କମ୍ପାନୀ ଏଥିରେ ୧ ବର୍ଷର ୱାରେଣ୍ଟୀ ପ୍ରଦାନ କରୁଛି ।

ଏଭଳି ରହିଛି ଅନ୍ୟ ପ୍ପ୍ଲାନ:

Get real time updates directly on you device, subscribe now.