fbpx

ଷ୍ଟଣ୍ଟ ମାରୁଥିଲେ ଯୁବତୀ, ଅବସ୍ଥା ହେଲା ଏମିତି: ଦେଖନ୍ତୁ ଭିଡିଓ…

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଷ୍ଟଣ୍ଟ ଦେଖାଇବାର କ୍ରେଜ ବହୁଳ ମାତ୍ରାରେ ବୃଦ୍ଧି ପାଇବାକୁ ଲାଗିଛି । ପ୍ରତିଦିନ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ପୂର୍ବରୁ ଏହା କେବଳ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଆପଣ ରିଲ୍ ନୁହେଁ ବରଂ ରିୟଲରେ ଯୁବକ ଯୁବତୀମାନଙ୍କ ଷ୍ଟଣ୍ଟ ମାରିବାର ଭିଡିଓ ଦେଖିବାକୁ ପାଇବେ । ହୁଏତ ସେ କୌଣସିି ରାସ୍ତା ହେଉ ବା ବିଚ୍ କି ଅନ୍ୟ ଯେକୌଣସି ସ୍ଥାନ ହେଉ।

କିନ୍ତୁ ଏହିଭଳି ଜଣେ ମହିଳାଙ୍କ ଷ୍ଟଣ୍ଟ ଏବେ ଭାଇରାଲ ହେବାରେ ଲାଗିଛି । କାରଣ ଯୁବତୀଙ୍କ ଏହି ଷ୍ଟଣ୍ଟଟି ସଫଳ ହେଉନାହିଁ ବରଂ ଷ୍ଟଣ୍ଟ କରିବାକୁ ଯାଇ ଅସୁବିଧାରେ ପଡ଼ିଛନ୍ତି ମହିଳା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.