fbpx

ରାଜ୍ୟସଭା ନିର୍ବାଚନ: ଆଜି ଶପଥ ନେବେ ମାନସ ଓ ସୁଲତା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବିଜେଡିର ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଶୁକ୍ରବାର ଶପଥଗ୍ରହଣ କରିବେ । ରାଜ୍ୟସଭାରେ ପୂର୍ବାହ୍ନ ୧୧ଟା ସମୟରେ ଏହି ଦୁଇ ସାଂସଦ ଶପଥ ନେବେ ବୋଲି ସୂଚନା ମିଳିଛି । ଗତ ରାଜ୍ୟସଭା ନିର୍ବାଚନରେ ଉଭୟ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ । ତାଙ୍କ ସହ ନିର୍ବାଚିତ ହୋଇଥିବା ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ପୂର୍ବରୁ ଶପଥଗ୍ରହଣ କରି ସାରିଛନ୍ତି । ସମସ୍ତେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.