ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୬୮ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୪୩ ଆକ୍ରାନ୍ତ ଥିବା ଜଣାପଡିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୨୨୫, କଟକରୁ ୧୧୧, ଷ୍ଟେଟପୁଲରୁ ୪୭, ସମ୍ବଲପୁରରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 22nd July
New Positive Cases: 1130
Of which 0-18 years: 143
In quarantine: 662
Local contacts: 468(Details of local contacts will be shared by concerned District)
1. Angul: 2
2. Balasore: 25
3. Bargarh: 23
4. Bhadrak: 14
5. Balangir: 17
6. Boudh: 1— I & PR Department, Odisha (@IPR_Odisha) July 23, 2022
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୫, ୪୯୯କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୭୩୪୫ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୦୨୯ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୮,୯୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
23. Nawarangpur: 9
24. Nayagarh: 33
25. Nuapada: 16
26. Puri: 14
27. Rayagada: 14
28. Sambalpur: 106
29. Sonepur: 18
30. Sundargarh: 225
31. State Pool: 47New recoveries: 1029
Cumulative tested: 32480112
Positive: 1305499
Recovered: 1288970
Active cases: 7345— I & PR Department, Odisha (@IPR_Odisha) July 23, 2022