fbpx

NPCIL ପକ୍ଷରୁ ଜାରିହେଲା ବିଜ୍ଞପ୍ତି: ୧୯୩ଟି ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇଏଲ) ପକ୍ଷରୁ ୧୯୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ନର୍ସ-ଏ (ପୁରୁଷ / ମହିଳା), ପାଥୋଲୋଜି ଲାବ ଟେକ୍ନିସିଆନ, ଫାର୍ମାସିଷ୍ଟ/ ବି, ଷ୍ଟାଇପେଣ୍ଡାରି ଟ୍ରେନି, ଏକ୍ସ-ରେ ଟେକ୍ନିସିଆନ, ଷ୍ଟାଇପେଣ୍ଡାରି ଟ୍ରେନି / ଟେକ୍ନିସିଆନ ଭାବେ ନିଯୁକ୍ତି ଦିଆଯିବ ।

ଫେବୃଆରୀ ମାସ ୮ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୮ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ପରେ ଘୋଷଣା କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available On 08-02-2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-NPCIL-Nurse-Pharmacist-Other-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.npcil.nic.in/index.aspx

Get real time updates directly on you device, subscribe now.