fbpx

ଇଏ ବି ପଶ୍ଚିମବଂଗ ଫେରନ୍ତା ।

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର):ରାଜ୍ୟରେ ଚିହ୍ନଟ ଆଉ ଜଣେ କରୋନାପଜିଟିଭ୍ ବ୍ୟକ୍ତି ଜଣଙ୍କ ଭଦ୍ରକ ଜିଲ୍ଲାର। ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୨। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୪୦ ବର୍ଷୀୟ ଆକ୍ରାନ୍ତ ଜଣଙ୍କ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି । ଏବେ ତାଙ୍କ କଣ୍ଟାକ୍ଟ ଟ୍ରେସ ଆରମ୍ଭ ହୋଇଛି ।

Get real time updates directly on you device, subscribe now.