fbpx

ଭଦ୍ରକ ଜିଲ୍ଲାର ଅରଁଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷିତ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର):ଭଦ୍ରକ ଜିଲ୍ଲାରେ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଜଣଙ୍କ ବାସୁଦେବପୁରର । ଏବେ ଭଦ୍ରକ ଜିଲ୍ଲାରେ ମୋଟ୍ ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ମ୍ୟୁନସିପାଲଟି-୨, ଭଦ୍ରକ ବ୍ଲକ- ୧, ଭଣ୍ଡାରୀପୋଖରୀ- ୨, ବାସୁଦେବପୁର ବ୍ଲକରେ ୭ କୋରୋନା ଆକ୍ରାନ୍ତ ଚିହ୍ନଟ ।୨ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଅରଁଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷିତ ।ଟୁଇଟ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ।

Get real time updates directly on you device, subscribe now.