fbpx

୨୯ରେ ଲଘୁଚାପ, ୩ ଯାଏଁ କାଚିବ

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ଚଳିତ ଏପ୍ରିଲ ମାସ ୨୯ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଶଙ୍ଗା କରାଯାଉଛି । ଏହି ଅଞ୍ଚଳମାନଗୁଡିକରେ ଲଗାତାର ୩ ଦିନ ଧରି ବର୍ଷା ଲାଗି ରହିପାରେ । ତେବେ ଗୁଜରାଟର ସୌରାଷ୍ଟ ଓ କଚ୍ଛକୁ ଛାଡି ଅନ୍ୟ ସବୁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.