fbpx

ଲକ ଡାଉନ ବଢ଼ିବା ନେଇ ନିଷ୍ପତ୍ତି ଆଜି ! ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନେବେ ନିଷ୍ପତ୍ତି

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ବୈଠକ । ଏଥିରେ ବିଭିନ୍ନ ରାଜ୍ୟର କରୋନା ସ୍ଥିତି ଉପରେ ଆଲୋଚନା କରାଯିବ । ତଛଡା ଲକ ଡାଉନ ସମୟରେ ରାଜ୍ୟ ମାନଙ୍କୁ କି କି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ସେ ନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀମାନଙ୍କ ମତ ନେଇ ୩ ମେ ପରେ ଲକ ଡାଉନ ବଢ଼ାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ହେବ ।

Get real time updates directly on you device, subscribe now.