fbpx

ବାଇକକୁ ପିଟି ଜଳିଗଲା ଟ୍ୟାଙ୍କର, ୨ ମୃତ

ଭୁବନେଶ୍ୱର: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନାରେ ସକାଳୁ ସକାଳ ଘଟିଯାଇଛି ଏକ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର ବାଇକ୍ କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ମୃତଦେହକୁ ଧରି ଜଫଳ ନିକଟରେ କ୍ଷତିପୂରଣ ଦାବୀରେ ରାସ୍ତାରୋକ କରିଛନ୍ତି । ତେବେ ପୋଲିସ କି ପ୍ରଶାସନିକ ଅଧିକାରୀ କେହି ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି ।

Get real time updates directly on you device, subscribe now.