fbpx

ପୁରୀ ରଥ ଖଳାରେ ବିଜେ ହେଲା ଆଜ୍ଞାମାଳ

ପୁରୀ, ୧୫ା୫(ଓଡ଼ିଶା ଭାସ୍କର): ପୁରୀରେ ରଥ ଖଳାରେ ବିଜେ ହେଲା ଅଜ୍ଞାମାଳ ।  ୩ପୂଜା ପଣ୍ଡା ସାମନ୍ତ ଆଜ୍ଞାମାଳ ଆଣିଛନ୍ତି  । ତାଳଧ୍ୱଜ ପରେ ନନ୍ଦିଘୋଷ  ଓ ଦର୍ପଦଳନ ରଥରେ ବିଜେ ହୋଇଛି ଆଜ୍ଞାମାଳ । ତିନି ରଥର ନାହାକା ଚକ ଅଖ ସଂଯୋଗ ବିଧି ମଧ୍ୟ କରାଯାଇଛି । ଆଜ୍ଞାମାଳ ବିଜେ ପରେ ୩ରଥ ଅଖରେ ୬ଟି ଚକ ଲାଗିଛି ।  ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଭଉଁରୀ ନୀତି କରାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.