fbpx

Big Breaking: ବୋରୱେଲରେ ଖସିପଡ଼ିଲା ଶିଶୁ

ସମ୍ବଲପୁର: ବୋରୱେଲ ଭିତରେ ଶିଶୁଟି ଖସିପଡିବା ଖବର ସାମ୍ନାକୁ ଆସିଛି । ରେଙ୍ଗାଲି ନିକଟ ଲାରିପାଲିରେ ଥିବା ଏକ ବୋରୱେଲରେ ଶିଶୁଟି ଖସିପଡିଛି । ବୋରୱେଲ ଭିତରେ ପଡିଯାଇଥିବା ଶିଶୁଟି ନବଜାତ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଏହି ଶିଶୁଟିକୁ କେହି ଆଣି ବୋରୱେଲ ଭିତରେ ଫୋପାଡି ଦେଇଛି ବୋଲି ସନ୍ଦେହ କରାଯାଉଛି । ଶିଶୁଟିକୁ ଗାଁ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର ଉଦ୍ୟମ ଜାରି ରଖିଛି ।

Get real time updates directly on you device, subscribe now.