ଓଡ଼ିଶା ଭାସ୍କର: ବୟସ ସହିତ କେଶ ପାଚିବା ଗୋଟେ ସାଧାରଣ କଥା। କିନ୍ତୁ ଆଜିକାଲି, ସ୍କୁଲ-କଲେଜ ଯାଉଥିବା କୁନି କୁନି ପିଲାମାନଙ୍କର ମଧ୍ୟ ଏହି ସମସ୍ୟାର ଦେଖାଦେଲାଣି। କେଶ ଝଡ଼ିବାରୁ ନେଇ ପିଲାଦିନେ କେଶ ପାଚିଯିବା ପରି ଅସୁବିଧାକୁ ସାମ୍ନା କରୁଛନ୍ତି। ଏହି ପାଚିଲା କେଶକୁ ଲୁଚାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ସେପରି ନକରି ଘରୋଉ ଉପଚାର କରିବା ଖୁବ୍ ଭଲ।
Get real time updates directly on you device, subscribe now.