fbpx

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ସକାଳ ୧୧ଟାରେ ମନ କଥା କହିବେ ପ୍ରଧାନମନ୍ତ୍ରୀ । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୯ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମକୁ ଆକାଶବାଣୀ ସହ ଆଲ୍ ଇଣ୍ଡିଆ ରେଡିଓ, ଦୂରଦର୍ଶନ ଏବଂ ନରେନ୍ଦ୍ର ମୋଦୀ ମୋବାଇଲ ଆପରେ ଶୁଣିପାରିବା । ଏହା ଚଳିତ ବର୍ଷର ପ୍ରଥମ ମନ୍ କି ବାତ୍ ହୋଇଥିବାରୁ ବିଶେଷ ଅଟେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

Get real time updates directly on you device, subscribe now.