fbpx

ସେକ୍ସ ସମୟରେ କରୋନାଠୁ କିପରି ବଞ୍ଚିବେ ? ଜାଣନ୍ତୁ ବୈଜ୍ଞାନିକଙ୍କ ପରାମର୍ଶ

ବତ୍ତର୍ମାନ ସମୟରେ ସାରା ବିଶ୍ୱରେ ଲକଡାଉନକୁ କୋହଳ କରାଯାଉଛି, କିନ୍ତୁ କରୋନା ବିପଦ ପିଛା ଛାଡିନି । ଏଭଳି ପରିସ୍ଥିତିରେ Harvard ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କିଛି ପରାମର୍ଶ ଦେଇଛନ୍ତି, ଯାହା ମାଧ୍ୟମରେ ଆପଣ ସେକ୍ସ ସମୟରେ କରୋନାଠାରୁ ରକ୍ଷାପାଇପାରିବେ ।

ତେବେ ଅଧ୍ୟୟନ ପରେ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି କି, କରୋନାକୁ ଏଡାଇବା ପାଇଁ ସେକ୍ସଠାରୁ ନୂରେଇ ରହିବାକୁ ପଡିବ । କାରଣ ସେକ୍ସ କିଛି ମାତ୍ରାରେ କରୋନା ଭାଇରସକୁ ବିସ୍ତାର କରିଥାଏ ।

-ଏହା ସହିତ ଦମ୍ପତି କିସ୍ ବା ଚୁମ୍ବନଠାରୁ ଦୂରେଇ ରୁହନ୍ତୁ ଓ ସେକ୍ସ ସମୟରେ ସବୁବେଳେ ମାସ୍କ ପିନ୍ଧନ୍ତୁ ।

-ସେକ୍ସ ପରେ ଦମ୍ପତ୍ତିଙ୍କୁ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି ବୈଜ୍ଞାନିକ । କାରଣ, ଘର ବାହାରେ ରହୁଥିବା ବ୍ୟକ୍ତିଙ୍କ ସହ ସେକ୍ସ କରିବା କରୋନା ପାଇଁ ମହା ବିପଦ । ତେବେ ଲୋକଙ୍କୁ ଏହି ସମୟରେ ସେକ୍ସଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା କଥା ।

-ଏହା ପୂର୍ବରୁ କୁହାଯାଇଥିଲା ଯେ, କରୋନାରୁ ସୁସ୍ଥ ହେବାର ୩୦ ଦିନ ପର୍ଯ୍ୟନ୍ତ ସେକ୍ସ ନକରିବା ଉଚିତ୍ ।

Get real time updates directly on you device, subscribe now.