fbpx

ଖତରନାକ୍ ଥିଲା ସନି ଲିଓନିଙ୍କ ପ୍ରଥମ କିସ୍, ଧରିଥିଲେ ବାପା

ବଲିଉଡ ଜଗତରେ ନିଜନର ବୋଲ୍ଡ ଅନ୍ଦାଜକୁ ନେଇ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ସନି ଲିଓନି ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । କରୋନା ସଙ୍କଟ ସମୟରେ ସେ ଏବେ ପିଲାଙ୍କ ସହ ଘରେ ବନ୍ଦୀ ହୋଇ ରହିଛନ୍ତି । ଲକଡାଉନର ଏହି ସମୟରେ ଅଭିନେତ୍ରୀଙ୍କ ପୁରୁଣା କାଣ୍ଡକୁ ନେଇ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ସନି ନିଜ ଜୀବନରେ ବହୁ ଷ୍ଟ୍ରଗଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସନିଙ୍କ ଜୀବନରେ କିଛି ରହସ୍ୟ, ଯାହା ଆପଣଙ୍କୁ ଜଣା ନାହିଁ ।

View this post on Instagram

#StayHome #StayBeautiful #StaySafe

A post shared by Sunny Leone (@sunnyleone) on

ତେବେ ସନିଙ୍କର ପ୍ରଥମ କିସ୍ ବହୁତ ଖତରନାକ ଥିବା ବେଳେ ସେ ନିଜେ ହିଁ ଏହି କିସ୍ ବା ଚୁମ୍ବନର ରସହ୍ୟ ଖୋଲିଥିଲେ । ୱେବସାଇଟ୍ ‘କରଞ୍ଜିତ କୌର: ଦ ଅନଟୋଲ୍ଡ ଷ୍ଟୋରୀ’ର ପ୍ରମୋସନ ସମୟରେ ଏକ ଇଣ୍ଟରଭ୍ୟୁରେ ସନି କହିଥିଲେ ଯେ, ତାଙ୍କର ପ୍ରଥମ କିସର ଅନୁଭୂତି ଅତ୍ୟନ୍ତ ଖତରନାକ୍ ଥିଲା । କାରଣ କିସ୍ ସମୟଷର ସେ ଧରାପଡିଯାଇଥିଲେ । ସନିଙ୍କ ବାପା ହିଁ ନାଲି ହାତରେ ସେମାନଙ୍କୁ ଧରିବା ସହ ବହୁତ ଗାଳି କରିଥିଲେ । ସ୍କୁଲ ସମୟରେ ହିଁ ସନି ନିଜର ପ୍ରେମିକକୁ ପ୍ରଥମ କିସ୍ କରିଥିଲେ । ତାଙ୍କ ପିତା ସନିଙ୍କୁ ଦେଖିବା ପରେ ଗାଳି ଗୁଲଜ କରିବା ସହ ଘରେ ଏନେଇ ହୋହାଲ୍ଲା ହୋଇଥିଲା ।

Get real time updates directly on you device, subscribe now.