fbpx

ବ୍ରିଜ୍ ତଳକୁ ଗଡିଲା ବରଯାତ୍ରୀ ଗାଡି; ୧୨ ଆହତ, ୩ ଗୁରୁୂତର

ଭୁବନେଶ୍ୱର:ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୧୨ ଜଣ ଆହତ ହୋଇଛନ୍ତି । ଜୟପୁର କୁନ୍ଦୁରା ଥାନା ଖଟଲାପଦର ବ୍ରିଜ୍‌ରୁ ଖସିଲା ପିକ୍ ଅପ୍ ଭ୍ୟାନ୍ । ୧୨ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଗୁରୁତର ଓ ଆହତ ଦଳପୁର ଅଞ୍ଚଳର ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.