fbpx

Breaking; ନିଆଳିରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ: ବିଧାନସଭାରୁ ଲଢିବେ ଗୀତାଞ୍ଜଳି

କଟକ: ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । କିନ୍ତୁ ସେପଟେ ପ୍ରାର୍ଥୀ ଚୟନ ଶେଷ କରି ପାରୁନ କଂଗ୍ରେସ । ବର୍ତ୍ତମାନ ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଛି । ପ୍ରଥମେ ଏହି ଆସନରୁ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି । ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଗୀତାଞ୍ଜଳି ମଲ୍ଲିକଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି କଂଗ୍ରେସ । ତେବେ ଗୀତାଞ୍ଜଳି ହେଉଛନ୍ତି ଜ୍ୟୋତିରଞ୍ଜନଙ୍କ ମା’ । ତେଣୁ ଗୀତଞ୍ଜଳିଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି ।

Get real time updates directly on you device, subscribe now.