fbpx

BIG BREAKING…ସାପ କାମୁଡ଼ାରେ ଅସୁସ୍ଥ ହେଲେ ଚିତ୍ରକୁଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ସାପ କାମୁଡ଼ାରେ ଅସୁସ୍ଥ ହେଲେ ଚିତ୍ରକୁଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ନବ ନିର୍ବାଚିତ କଙ୍ଗ୍ରେସ୍ ବିଧାୟକ ସାପ କାମୁଡିବାରୁ ଅସୁସ୍ଥ ହୋିଥିବା ସୂଚନା । ସାପ କାମୁଡ଼ିବା ପରେ ତାଙ୍କୁ ଡୁମଡୁମା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।

Get real time updates directly on you device, subscribe now.