fbpx

ପହିଲି ରଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୫ ଗୁରୁତର

ଅସ୍ତରଙ୍ଗ: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପହିଲି ରଜରେ ରାଜ୍ୟବାସୀ ଉତ୍ସାହର ସହ ରଜପର୍ବ ପାଳନ କରୁଥିବା ବେଳେ ଅସ୍ତରଙ୍ଗରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୫ଜଣ ଆହତ ହୋଇଛନ୍ତି ।

ସୂଚନାନୁ୍‌ାୟୀ, କାକଟପୁର ନିକ ଜଗନ୍ନାଥପୁର ଠାରେ ଏହି ଦୁର୍ଘଟଣାଟି ଘଟିଛି । ଭାରସାମ୍ୟ ହରାଇଲା ପାନ ବୋଝେଇ ପିକଅପ୍ ଭ୍ୟାନ । ଏଥିରେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ଚାରିଛକ ମେଡିକାଲରେ ସେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 

Get real time updates directly on you device, subscribe now.