fbpx

Big Breaking: ମାଇନ୍ସରେ ଭୁଶୁଡ଼ିଲା ମେକାନିକାଲ ଷ୍ଟ୍ରକଚର୍‌, ୨ ମୃତ

ଢେଙ୍କାନାଳ: ଝାଡ଼ବନ୍ଧ ରୁଙ୍ଗଟାରେ ମାଇନ୍ସ କାରଖାନାରେ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୬ ରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ଅଘଟଣ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।

Get real time updates directly on you device, subscribe now.