ନୂଆଦିଲ୍ଲୀ: ହ୍ୱାଟ୍ସଆପ ବେଳେ ବେଳେ ପୁରୁଣା ଅପରେଟିଙ୍ଗ ସିଷ୍ଟମ ଭର୍ଜନରେ ଚାଲୁଥିବା ସ୍ମାର୍ଟଫୋନରେ ନିଜର ସପୋର୍ଟ ଦେବା ବନ୍ଦ କରିଦିଏ । ଏହି ଲିଷ୍ଟକୁ ସମୟ ସମୟରେ ଅପଡେଟ କରାଯାଏ । ଆଣ୍ଡ୍ରଏଡ ଏବଂ iOS ପାଇଁ ଅପଡେଟ ଜାରି କରାଯାଏ, ହେଲେ ଅନେକ ୟୁଜର୍ସ ଏପରି ଅଛନ୍ତି, ଯେଉଁମାନେ ବହୁତ ପୁରୁଣା ସଫ୍ଟୱେୟାରର ବ୍ୟବହାର କରୁଛନ୍ତି । ହ୍ୱାଟ୍ସଆପ ଏପରି କିଛି ଡିଭାଇସେଜରୁ ନିଜର ସପୋର୍ଟ ଦେବା ବନ୍ଦ କରିବାକୁ ଯାଉଛି ।
WhatsApp ମୁତାବକ, ଆଣ୍ଡ୍ରଏଡ ୪ ବା ତା’ଠାରୁ ପୁରୁଣା, iOS 11 ଠାରୁ ପୁରୁଣା, Kai OS 2.4 ଏବଂ ଏହାଠାରୁ ଆହୁରି ପୁରୁଣା ଭର୍ଜନ ଡିଭାଇସରୁ ହ୍ୱାଟ୍ସଆପ ସର୍ଭିସ ବନ୍ଦ କରାଯାଇଛି । ଆସନ୍ତୁ ଜାଣିବା କେଉଁ ଫୋନ ଏହି ତାଲିକାରେ ସାମିଲ ଅଛି ।
ସାମସଙ୍ଗର ଏହି ଡିଭାଇସରେ ଚାଲିବନି ହ୍ୱାଟ୍ସଆପ:
- Samsung Galaxy Ace Plus
- Samsung Galaxy Core
- Samsung Galaxy Express 2
- Samsung Galaxy Grand
- Samsung Galaxy Note 3 N9005 LTE
- Samsung Galaxy Note 3 Neo LTE+
- Samsung Galaxy S 19500
- Samsung Galaxy S3 Mini VE
- Samsung Galaxy S4 Active
- Samsung Galaxy S4 mini I9190
- Samsung Galaxy S4 mini I9192 Duos
- Samsung Galaxy S4 mini I9195 LTE
- Samsung Galaxy S4 Zoom
Apple ର ଏହି ଡିଭାଇସରେ ମିଳିବନି WhatsApp ସପୋର୍ଟ:
Apple iPhone 5
Apple iPhone 6
Apple iPhone 6S Plus
Apple iPhone 6S
Apple iPhone SE
Huawei ର ଏହି ଫୋନ ସାମିଲ:
- Huawei C199
- Huawei GX1s
- Huawei Y625
- Ascend P6 S
- Ascend G525