fbpx

ଏହି ଫୋନ ବ୍ୟବହାରକାରୀଙ୍କୁ ମିଳିବନି WhatsApp ସପୋର୍ଟ, ଜାଣନ୍ତୁ ୩୫ଟି ଫୋନର ନାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବେଳେ ବେଳେ ପୁରୁଣା ଅପରେଟିଙ୍ଗ ସିଷ୍ଟମ ଭର୍ଜନରେ ଚାଲୁଥିବା ସ୍ମାର୍ଟଫୋନରେ ନିଜର ସପୋର୍ଟ ଦେବା ବନ୍ଦ କରିଦିଏ । ଏହି ଲିଷ୍ଟକୁ ସମୟ ସମୟରେ ଅପଡେଟ କରାଯାଏ । ଆଣ୍ଡ୍ରଏଡ ଏବଂ iOS ପାଇଁ ଅପଡେଟ ଜାରି କରାଯାଏ, ହେଲେ ଅନେକ ୟୁଜର୍ସ ଏପରି ଅଛନ୍ତି, ଯେଉଁମାନେ ବହୁତ ପୁରୁଣା ସଫ୍ଟୱେୟାରର ବ୍ୟବହାର କରୁଛନ୍ତି । ହ୍ୱାଟ୍ସଆପ ଏପରି କିଛି ଡିଭାଇସେଜରୁ ନିଜର ସପୋର୍ଟ ଦେବା ବନ୍ଦ କରିବାକୁ ଯାଉଛି ।

WhatsApp ମୁତାବକ, ଆଣ୍ଡ୍ରଏଡ ୪ ବା ତା’ଠାରୁ ପୁରୁଣା, iOS 11 ଠାରୁ ପୁରୁଣା, Kai OS 2.4 ଏବଂ ଏହାଠାରୁ ଆହୁରି ପୁରୁଣା ଭର୍ଜନ ଡିଭାଇସରୁ ହ୍ୱାଟ୍ସଆପ ସର୍ଭିସ ବନ୍ଦ କରାଯାଇଛି । ଆସନ୍ତୁ ଜାଣିବା କେଉଁ ଫୋନ ଏହି ତାଲିକାରେ ସାମିଲ ଅଛି ।

ସାମସଙ୍ଗର ଏହି ଡିଭାଇସରେ ଚାଲିବନି ହ୍ୱାଟ୍ସଆପ:

  • Samsung Galaxy Ace Plus
  • Samsung Galaxy Core
  • Samsung Galaxy Express 2
  • Samsung Galaxy Grand
  • Samsung Galaxy Note 3 N9005 LTE
  • Samsung Galaxy Note 3 Neo LTE+
  • Samsung Galaxy S 19500
  • Samsung Galaxy S3 Mini VE
  • Samsung Galaxy S4 Active
  • Samsung Galaxy S4 mini I9190
  • Samsung Galaxy S4 mini I9192 Duos
  • Samsung Galaxy S4 mini I9195 LTE
  • Samsung Galaxy S4 Zoom

Apple ର ଏହି ଡିଭାଇସରେ ମିଳିବନି WhatsApp ସପୋର୍ଟ:

Apple iPhone 5
Apple iPhone 6
Apple iPhone 6S Plus
Apple iPhone 6S
Apple iPhone SE

Huawei ର ଏହି ଫୋନ ସାମିଲ:

  • Huawei C199
  • Huawei GX1s
  • Huawei Y625
  • Ascend P6 S
  • Ascend G525

Get real time updates directly on you device, subscribe now.