fbpx

(Video) ସାପ-ନେଉଳ ମଧ୍ୟରେ ଭୟଙ୍କର ଯୁଦ୍ଧ, ଦେଖନ୍ତୁ କିଏ ମାରିଲା ବାଜି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି। ସେହିପରି ବେଳେ ବେଳେ ଦୁଇ ଯନ୍ତୁଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧର ଭିଡିଓ ଭାଇରାଲ ହେଉଛି। ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ରହୁଥିବେ ତେବେ ଏପରି ଭିଡିଓ ଦେଖିଥିବେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଶତ୍ରୁମାନଙ୍କ ମଧ୍ୟରେ ଲଢୁଥିବା ନଜର ଆସିଛି। ଆସନ୍ତୁ ଆପଣଙ୍କୁ ସେହି ଭାଇରାଲ ଭିଡିଓ ବିଷୟରେ କହିବା।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇ ପୁରିଣା ଶତ୍ରୁମାନଙ୍କ ମଧ୍ୟରେ ଯୁଦ୍ଧ ହେବା ନଜର ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ସାପ ଏବଂ ଏକ ନେଉଳ ଏୟାରପୋର୍ଟର ଚଲାପଥରେ ଲଢୁଥିବା ନଜର ଆସୁଛନ୍ତି। ସେହିପରି ଆଉ ଦୁଇଟି ନେଉଳଙ୍କୁ ଦେଖିବାକୁ ମିଳୁଛି। ସେହି ଦୁଇ ନେଉଳଙ୍କୁ ଦେଖି ଏପରି ଲାଗୁଛି ଯେ, ଯେପରି ସେ ଦୁହେଁ ନିଜର ତୃତୀୟ ସାଙ୍ଗକୁ ସପୋର୍ଟ କରିବାକୁ ଆସୁଛନ୍ତି। ଏହି ଯୁଦ୍ଧରେ ସାପ ଏବଂ ନେଉଳ ଦୁହେଁ ବରାବର ଯୁଦ୍ଧ କରୁଥିବା ଦେଖିବାକୁ ମିଳୁଛି। ଏହି ଯୁଦ୍ଧର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି।

Get real time updates directly on you device, subscribe now.