fbpx

ଔଷଧର ପାର୍ଶ୍ଵପ୍ରତିକ୍ରିୟା; ୨୦ ଶିଶୁ ଅସୁସ୍ଥ, କାରଣ ଖୋଜୁଛନ୍ତି ଡାକ୍ତର

ଢ଼େଙ୍କାନାଳ: ଢ଼େଙ୍କାନାଳରେ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଯୋଗୁଁ ୨୦ ଜଣ ଶିଶୁ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୦ ଜଣ ଶିଶୁ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସମସ୍ତ ଶିଶୁଙ୍କୁ କମ୍ପ ଆସିବା ସହ ଜ୍ୱର ଲକ୍ଷଣ ଦେଖାଦେଇଥିଲା । ତେବେ କେଉଁ ଔଷଧ ଯୋଗୁଁ ଏପରି ଘଟିଛି, ଡାକ୍ତର ତାହାର କାରଣ ଖୋଜୁଛନ୍ତି । ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।

 

Get real time updates directly on you device, subscribe now.