fbpx

ଆଜି ରାୟପୁରରେ ନକ୍ସଲ ମୁକାବିଲା ବୈଠକ, ଓଡ଼ିଶା ସମେତ ୭ଟି ନକ୍ସଲ ପ୍ରଭାବିତ ରାଜ୍ୟ ବୈଠକରେ ହେବେ ସାମିଲ

ରାୟପୁର: ଆଜି ଛତିଶଗଡ଼ ରାୟପୁରରେ ବସିବ ନକ୍ସଲ ମୁକାବିଲା ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଓଡ଼ିଶା ସମେତ ୭ଟି ନକ୍ସଲ ପ୍ରଭାବିତ ରାଜ୍ୟ ଯୋଗ ଦେବେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ରାଜ୍ୟ ଅଧିକାରୀ ସାମିଲ ହେବେ ।

 

Get real time updates directly on you device, subscribe now.