fbpx

Video; ରାଜଧାନୀରେ ତନ୍ତ୍ର ସାଧନା, ବନ୍ଦ ଘରେ ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ରାଜଧାନୀରେ ଭଡ଼ା ଘରେ ଚାଲିଥିଲା ତନ୍ତ୍ର ସାଧନା । ବନ୍ଦ ଘରୁ ମିଳିଲା ପୁଳା ପୁଳା ହାଡ଼ । ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ ବନ୍ଦ ଘରୁ ମିଳିଲା ହାଡ଼ । କବାଟ ବନ୍ଦ କରି ଭିତରେ ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା । ଘର ମାଲିକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ । ପୂଜାର୍ଚ୍ଚନା ହେଉଥିବା ନେଇ ଚାଲିଛି ଛାନଭିନ୍‌ । ଘଟଣାସ୍ଥଳରୁ ତାନ୍ତ୍ରିକ ଫେରାର୍ ଥିବା ସୂଚନା ।

Get real time updates directly on you device, subscribe now.