• Likes
  • Followers
  • Subscribers
  • Followers
  • Android App
  • Monday, June 16, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RAJA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ୧ ଟଙ୍କା, ୬୦ ଲକ୍ଷ କଲେଣି ଆବେଦନ

ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ୧ ଟଙ୍କା, ୬୦ ଲକ୍ଷ କଲେଣି ଆବେଦନ

By Chinmayee Beura On Sep 15, 2024 at 11:16 AM
Share

ଭୁବନେଶ୍ୱର: ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ୧୭ ତାରିଖରେ ପ୍ରଥମ କିସ୍ତି ସଂପୁର୍ଣ୍ଣ ଟଙ୍କା ଆସିବ।

ସୂଚନାନୁଯାୟୀ, ସୁଭଦ୍ରା ଯୋଜନାରେ ୬୦ ଲକ୍ଷ କଲେଣି ଆବେଦନ। ତେବେ ଆଜି ଭୁବନେଶ୍ୱରରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହୋଇଛି। ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ପଦଯାତ୍ରା ଚାଲିଛି। ଏହି କାର୍ଯ୍ୟକ୍ରମରେ ୨ ଉପମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦବୋଧନ ରହିଛି। ସୁଭଦ୍ରା ଯୋଜନାରେ ବଢୁଛି ଆବେଦନକାରୀଙ୍କ ସଂଖ୍ୟା। ଏବେ ସୁଦ୍ଧା ୬୦ ଲକ୍ଷ ମହିଳା କରିଲେଣି ଆବେଦନ।

Share

Prev Post

ଦୁଇ ଦିନରେ ତିନି କୋଟି ରୋଜଗାର କଲା ‘ଦ ବକିଂହମ ମର୍ଡର୍ସ’

Next Post

T20 ଇଣ୍ଟରନ୍ୟାସନାଲରେ କରିଛନ୍ତି ରେକର୍ଡ଼, ପାଖରେ ରହିଛି ଲକଜରୀ କାର କଲେକସନ୍‌…ଜାଣନ୍ତୁ ଭାରତୀୟ ଟିମର ‘ମିଷ୍ଟର ୩୬୦’ କେତେ ସମ୍ପତ୍ତିର ମାଲିକ ?

You might also like More from author
Breaking News

ମୃତ୍ୟୁକୁ ଦୁଇ ଦୁଇ ଥର ପରାସ୍ତ: ଅହମଦାବାଦ ବିମାନ ଦୁର୍ଘଟଣାରେ ମେଡିକାଲ ଛାତ୍ର ବେଦଙ୍କ ଚମତ୍କାରୀ…

Breaking News

RAT ଯୋଗୁଁ ହୋଇଛି ବିମାନ ବିସ୍ଫୋରଣ! ପୂର୍ବତନ ଆମେରିକୀୟ ନୌସେନା ପାଇଲଟଙ୍କ ବଡ଼ ଖୁଲାସା

Breaking News

EMI ଭରିବା ଭୁଲିଗଲେ ପଡ଼ିପାରେ ବଡ଼ ସମସ୍ୟା, ଜାଣନ୍ତୁ କେତେ ବଡ଼ ହୋଇପାରେ କ୍ଷତି

ରାଜ୍ୟ

ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ, ହସ୍ପିଟାଲରେ ଭର୍ତ୍ତି

ଖବର

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୯ ଜଣ ପର୍ଯ୍ୟଟକ, ଜଣଙ୍କର ମୃତ୍ୟୁ

Breaking News

ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ! ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ…

Prev Next
Odisha Bhaskar

Recent Posts

ଗୋଟିଏ ମୃତଦେହକୁ ଗୋଟିଏ ଟିମ୍, ଜାଣନ୍ତୁ ବିମାନ…

ପ୍ରତିଦିନ ରାତି 9ଟା ପରେ ରାତ୍ରୀ ଭୋଜନ…

ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବି ଗୌତମ…

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ…

ଏସବୁ ରାଜ୍ୟରେ ହେବ ପ୍ରବଳ ଝଡ଼ବର୍ଷା: ସତର୍କ…

ଭାଗ୍ୟ ବଦଳେଇ ଦେବ ସାମାନ୍ୟ ଲବଙ୍ଗ, କରନ୍ତୁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ମୃତ୍ୟୁକୁ ଦୁଇ ଦୁଇ ଥର ପରାସ୍ତ: ଅହମଦାବାଦ…

RAT ଯୋଗୁଁ ହୋଇଛି ବିମାନ ବିସ୍ଫୋରଣ! ପୂର୍ବତନ…

EMI ଭରିବା ଭୁଲିଗଲେ ପଡ଼ିପାରେ ବଡ଼ ସମସ୍ୟା,…

ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ…

Prev Next 1 of 20,245
© 2025 - TK Digital All Rights Reserved.