fbpx

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶି ଦଣ୍ଡାଦେଶ ଶୁଣାଣି କରିଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଶୁଣାଣି କରିଛନ୍ତି କୋର୍ଟ। ସୂଚନାନୁଯାୟୀ, ୨୦୨୨ରେ ଜମନକିରା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ-ହତ୍ୟାକାଣ୍ଡ ଘଟିଥିଲା। ହତ୍ୟା ପରେ କଟା ମୁଣ୍ଡ ନେଇ ଯିବାବେଳେ ଏହି ଅଭିଯୁକ୍ତକୁ ଧରିଥିଲେ ଗ୍ରାମବାସୀ।

Get real time updates directly on you device, subscribe now.