fbpx

ମାଆଙ୍କ ସପ୍ତମୀ ପୂଜାରେ ଚମକିବେ ଏହି ୫ ରାଶି, କ୍ୟାରିୟରରେ ଉନ୍ନତି ସହ ହେବେ ଧନବାନ

ଓଡ଼ିଶା ଭାସ୍କର: ସାରା ଦେଶରେ ଆଜି ଜାରି ରହିଛି ମାଆଙ୍କ ସପ୍ତମୀ ପୂଜା। ପୀଠରେ ଆଜି ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଆଜି ମାଆଙ୍କ ସପ୍ତମୀ ପୂଜା କରାଯାଉଛି। ତେବେ ଏହି ଅବସରରେ ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଙ୍କ ଅନୁକୂଳ ସ୍ଥିତିର କାରଣ ଏହି ରାଶିମାନଙ୍କୁ ଆଜି ବିଶେଷ ଲାଭ, ଉନ୍ନତି ଏବଂ ସୁଖ ପ୍ରାପ୍ତି ହୋଇପାରେ। ଆସନ୍ତୁ ଜାଣିବା..

ମେଷ: ଏହି ରାଶିର ଲୋକଙ୍କ ପାଇଁ ଏହି ଦିନ କ୍ୟାରିୟର ଏବଂ ବ୍ୟବସାୟ ପାଇଁ ବହୁତ ଲାଣଦାୟକ ରହିବ। ଆଜି ଆପଣଙ୍କ କାମର ପ୍ରଶଂସା ହେବ ଏବଂ ଉନ୍ନତିର ନୂଆ ଅବସର ମିଳିପାରିବ। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ।

ବୃଷ: ବୃଷ ରାଶିର ଲୋକଙ୍କର ଭାଗ୍ୟ ସାଥ ଦେବ। ଯେଉଁ ଲୋକ ଶିକ୍ଷା ବା ପ୍ରତିଯୋଗୀମୂଳକ ପରୀକ୍ଷା ପାଇଁ ପସ୍ତୁତ ହେଉଛନ୍ତି, ସେମାନଙ୍କୁ ସଫଳତା ମିଳିବାର ଯୋଗ ରହିଛି। ପରିବାରରେ ଖୁସି ମାହୋଲ ରହିବ, ଏବଂ କୌଣସି ବିଶେଷ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ।

ସିଂହ: ଏହି ରାଶିର ଲୋକଙ୍କ ପାଇଁ ଏହି ଦିନ ବହୁତ ଶୁଭ ରହିବ। ଚାକିରି କରୁଥିବା ଲୋକଙ୍କର ପ୍ରମୋଶନ ଏବଂ ମାନ-ସମ୍ମାନ ମିଳିବାର ସଂକେତ ମିଳିବ। ବ୍ୟାପରରେ ମଧ୍ୟ ଲାଭ ହୋଇପାରେ। ଅତ୍ମବିଶ୍ୱାସରେ ବୃଦ୍ଧି ହେବ ଏବଂ ଆପଣଙ୍କ ନିଷ୍ପତ୍ତି ସଠିକ ପ୍ରମାଣିତ ହେବ।

ତୁଳା: ତୁଳା ରାଶି ପାଇଁ ଏହି ଦିନ ରୋମାନ୍ସ ଏବଂ ସଂପର୍କ ମାମଲାରେ ଅନୁକୂଳ ରହିବ। ଜୀବନସାଥୀ ବା ପ୍ରେମୀ ସହ ସମୟ ବିତାଇବାର ସୁଯୋଗ ମିଳିବ। ଏଥିସହ ଡିଲ କରିବାର କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତ ହେବ। ଦୂର ଯାତ୍ରାର ମଧ୍ୟ ଯୋଗ ସୃଷ୍ଟି ହେଉଛି।

ମକର: ଏହି ରାଶିର ଲୋକଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ପୁରୁଣା ନିବେଶରେ ଫାଇଦା ହୋଇପାରେ। ଏଥିସହ ସ୍ୱାସ୍ଥ୍ୟ ମାମଲାରେ ମଧ୍ୟ ଆଜି ଆପଣଙ୍କୁ ଉତ୍ତମ ଅନୁଭବ ହେବ। ଆଜି କୌଣସି ବଡ଼ ଯୋଜନା ହୋଇପାରେ, ଯାହା କୌଣସି ବଡ଼ ଯୋଜନା ହୋଇପାରେ, ଯାହା ଭବିଷ୍ୟତରେ ଲାଭକାରୀ ସିଦ୍ଧ ହେବ।

Get real time updates directly on you device, subscribe now.