fbpx

ଦଶହରାରେ ପୂରଣ ହେବ ଇ-ସ୍କୁଟି ଚଢିବାର ସ୍ବପ୍ନ ! ଟ୍ରାନ୍ସମୋବିଲିଟିର ଆଣିଦେଲା ଜବରଦସ୍ତ ଅଫର, କମ୍ ଟଙ୍କାରେ …

ଟ୍ରାନ୍ସମୋବିଲିଟି ଇଣ୍ଡିଆ, ଜଣାଶୁଣା ଇଲେକ୍ଟ୍ରିକ୍ ଵାହନ ଉତ୍ପାଦନ କମ୍ପାନୀ ଭାବେ ୨୦୧୪ରୁ ଦିଲ୍ଲୀରେ କାର୍ଯ୍ୟକ୍ଷମ।ଏହାର ଶକ୍ତିଶାଳୀ ଏବଂ ଆଧୁନିକ ଇ-ସ୍କୁଟରଗୁଡ଼ିକ ଦେଶବ୍ୟାପୀ ପ୍ରସିଦ୍ଧି ଲାଭ କରିଅଛି। ଟ୍ରାନ୍ସମୋବିଲିଟିର ମୁଖ୍ୟ ବିଶେଷତା ହେଉଛି ଏହା ଏକ ପରିବେଶ ଉପଯୋଗୀ ଇ-ସ୍କୁଟର ହେବା ସହ ୧୬ ଗୋଟି ମଡେଲ ରେ ବଜାର ରେ ଉପଲବ୍ଧ , ଏଥିରେ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ଅଫର୍ ସୁବିଧା ସହିତ ପ୍ରାରମ୍ଭିକ ମୂଲ୍ୟ କେବଳ ₹44,999/- ରହିଛି। ଯେଉଁଥିରେ ଜଣେ ଅଳ୍ପ ପଇସାରେ ଭଲ ଏବଂ ବ୍ରାଣ୍ଡେଡ୍ electric scooter ଚଢ଼ିବା ର ସ୍ବପ୍ନ କୁ ସାକାର କରିପାରିବ।

ଆମର ପ୍ୟାନ୍-ଇଣ୍ଡିଆ Presence & Ecosystem ଦେଶର ବିଭିନ୍ନ ଅଞ୍ଚଳରେ କଷ୍ଟମର ସେବା (Servie-After-Sales )ଦେବା ପାଇଁ ଏକ ଶକ୍ତିଶାଳୀ ନେଟୱର୍କ ମାଧ୍ୟମ ରେ କାର୍ଯ୍ୟରତ। ଅଧିକ ସେବା ସହିତ, ଆମେ ଦେଶର କୌଣସି ସ୍ଥାନରେ ବି ଉପଯୁକ୍ତ ସେବା ଯୋଗାଇ ଦେଇ ପାରୁଛୁ ।

ଏହି ଦଶହରା ରେ ପ୍ରତି ଟି ଇ-ସ୍କୁଟର କିଣା ଉପରେ ୧୦,୦୦୦ ପର୍ଯ୍ୟନ୍ତ cash discount ସହିତ ଆହୁରି ବହୁତ କିଛି ଅଫର ମଧ୍ଯ ମିଳୁଛି ଏହାର ଲାଭ ନେବା ପାଇଁ ଆପଣଙ୍କ ନିକଟତମ Transmobility showroom ku ଆଜି ହିଁ ଯାଇପାରିବେ । ଯଦି କେହି ଆମ Transmobility network ସହ ଯୋଡ଼ି ହୋଇ ନିଜ ର ଏକ ଲାଭଦାୟକ ବ୍ୟବସାୟ ଆରମ୍ଭ (Dealer/Retailers) କରିବା କୁ ଚାହୁଁଛନ୍ତି ତେବେ ସବିଶେଷ ବିବରଣୀ ପାଇଁ ୯୧୧୪୬୪୫୨୨୫, ୮୦୯୩୩୪୫୨୨୫ ନମ୍ବରକୁ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.