ବାଇକ୍ ସହ ଜଳିଗଲା ବସ୍‌, ଜଣେ ମୃତ

ଯାଜପୁର: ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲା ବସ୍ ଜଳିଗଲା ବସ୍ । ଏହି ଦୁର୍ଘଟଣାରେ ଜଣେ ମୃତ । ଏନଏଚ ୧୬ ଛତିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟିହୋଇ ରାସ୍ତା ଆରପଟ ବସକୁ ପିଟିଲା ବାଇକ । ଦୁର୍ଘଟଣା ପରେ ବାଇକରେ ନିଆଁ ଲାଗି ଜଳିଗଲା ବସ୍ । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀ ମୃତ, ୨ଜଣ ଗୁରୁତର ଅଛନ୍ତି । ବସରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.