fbpx

ଜୁଲାଇ ୩୧ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ,୩ ।୭: କରୋନା ମହାମାରୀର ସଙ୍କଟ ସମୟରେ ସାରା ଦେଶରେ ଅନଲକ୍-୨ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଟଳିନି ବିପଦ । ଏନେି ଜୁଲାଇ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲାଗୁହୋଇଛି । ଭାରତରୁ ଅନ୍ୟ ଦେଶକୁ ଓ ଅନ୍ୟ ଦେଶରୁ ବିମାନ ଆସିବା ଉପରେ ରୋକ ଲାଗିଛି । କିନ୍ତୁ କାର୍ଗୋ ବିମାନ ଉଡାଣ ଉପରେ କୌଣସି କଟକଣା ନାହିଁ ।

Get real time updates directly on you device, subscribe now.