fbpx

୭ ଦିନ ପାଇଁ ସଟ-ଡାଉନ୍ ହେଲା ବଡବିଲ ଟାଉନ୍

କେନ୍ଦୁଝର,୫ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲିଛି । ଆଜି ରାଜ୍ୟରେ ୪୬୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହାରି ମଧ୍ୟରେ ବଡବିଲ ଟାଉନକୁ ୭ ଦିନ ପାଇଁ ସଟ ଡାଉନ୍ କରିବାକୁ ଘୋଷଣା ହୋଇଛି । ବଡବିଲକୁ ସଟ-ଡାଉନ୍ କରିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେଠାରୁ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ସମସ୍ତ ପଜିଟିଭ୍ ସ୍ଥାନୀୟ ଅଞ୍ଚଳରୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.