ଭୁବନେଶ୍ୱର: ରାସ୍ତାକଡ଼ ଟୁ-ଲେଟ୍ ପୋଷ୍ଟରରୁ ନମ୍ବର ଆଣି କଲ୍ କରୁଥିଲେ ଡାକ୍ତର । ୨ ମାସରେ ଆଡଭାନ୍ସ ସହିତ ପ୍ରୋସେସିଂ ଫି’ ନେଇ ଦଲାଲ ମାରିଲା ଚମ୍ପଟ । ନନ୍ଦନବିହାରରେ ଘର ଦେଖାଇଥିଲା । ଏ ନେଇ ଇନ୍ଫୋସିଟି ଥାନାରେ ଏତଲା ।