fbpx

ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର,୯ ।୭(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ଓପିଡି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ଯାଏ ଓପିଡି ବନ୍ଦ ରହିବ ବୋଲି ଜଣାପଡିଛି । କେବଳ ଟେଲି ମେଡିସିନ ଦ୍ୱାରା ସ୍ୱାସ୍ଥ୍ୟ ସେବା ଜାରି ରହିବ । ଡାଇଲିସିସ୍ ଓ ଜରୂରୀ ସେବା ଜାରି ରହିବ । ଏହା ସହ କାଲି ଲଞ୍ଚ ହେବ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପଟେ ଏମ୍ସର କିଛି କର୍ମଚାରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।କର୍ମଚାରୀ କଣ୍ଟେନମେଣ୍ଟ ଅଞ୍ଚଳରେ ମଧ୍ୟ ରହୁଛନ୍ତି ।

Get real time updates directly on you device, subscribe now.