ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ: ଜାଣନ୍ତୁ ପିଲାଙ୍କର ନାମଲେଖା ବୟସ ଠାରୁ ବୋର୍ଡ ପରୀକ୍ଷାର ସମ୍ପୂର୍ଣ୍ଣ ଡିଟେଲ୍ସ
ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି।
ନୂତନ ଶିକ୍ଷାନୀତି (ନୂତନ ଶିକ୍ଷା ନୀତି-2023)ର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି:
5 ବର୍ଷ ମୌଳିକ ବା ଆଧାରଭୂତ(basic) ଶିକ୍ଷା।
1. ନର୍ସରୀ @ 4 ବର୍ଷ ବୟସରେ ଆରମ୍ଭ।
2. Jr KG @ 5 ବର୍ଷ ବୟସରେ
3. Sr KG @ 6 ବର୍ଷ ବୟସରେ
4. Std-I @ 7 ବର୍ଷ ବୟସରେ
5. Std-II @ 8 ବର୍ଷ ବୟସରେ
3 ବର୍ଷ ପ୍ରସ୍ତୁତି
6. Std-III @ 9 ବର୍ଷ ବୟସରେ
7. Std-IV @ 10 ବର୍ଷ ବୟସରେ
8. Std-V @ 11 ବର୍ଷ ବୟସରେ
3 ବର୍ଷ ମଧ୍ୟମ
9. Std -VI @ 12 ବର୍ଷ ବୟସରେ
10.Std- VII @ 13 ବର୍ଷ ବୟସରେ
11.Std-VIII @ 14 ବର୍ଷ ବୟସରେ
4 ବର୍ଷ ମାଧ୍ୟମିକ
12.Std-IX @ 15 ବର୍ଷ ବୟସରେ
13.Std-X (SSC) @ 16 ବର୍ଷ ବୟସରେ
14.Std-XI (FYJC) @ 17 ବର୍ଷ ବୟସରେ
15.STD-XII (SYJC) @ 18 ବର୍ଷ ବୟସରେ
ଦଶମରେ ଆଉ ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ଅନୁଷ୍ଠିତ ହେବ। Std-5 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ । ଅବଶିଷ୍ଟ ଶ୍ରେଣୀରେ ସମ୍ପୂର୍ଣ୍ଣ ଇଂରାଜୀ କିମ୍ବା ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ । ପୂର୍ବରୁ ଦଶମରେ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ଥିଲା, ତାହା ଆଉ ରହିବ ନାହିଁ। ନବମ(9) ରୁ ଦ୍ୱାଦଶ(12) ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାରରେ ପରୀକ୍ଷା ଅନୁଷ୍ଠିତ ହେବ। ବିଦ୍ୟାଳୟ ଶିକ୍ଷା 5 + 3 + 3 + 4 ସୂତ୍ର ଅନୁଯାୟୀ ଶିକ୍ଷା ଦିଆଯିବ।