ଖ୍ରୀଷ୍ଟମାସ ସେଲିବ୍ରେସନ ପୂର୍ବରୁ ଲଗାନ୍ତୁ ଏହି ଫେସ୍ ପ୍ୟାକ, ଚମକିବ ଉଠିବ ତ୍ୱଚା

ଓଡ଼ିଶା ଭାସ୍କର: କଣ ଆପଣଙ୍କୁ ଖ୍ରୀଷ୍ଟମାସ ଦିନ ଗ୍ଲୋ କରିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଆପଣଙ୍କୁ କଦଳୀ ନିଜ ସ୍କିନ କେୟାର ରୁଟିନରେ ଅବଶ୍ୟ ସାମିଲ କରି ଦେଖିବା ଆବଶ୍ୟକ। କଦଳୀରେ ତିଆରି ହୋଇଥିବା କେମିକାଲ ଫ୍ରୀ ଫେସ୍ ମାସ୍କକୁ ବ୍ୟବହାର କରି ଆପଣ ନିଜ ତ୍ୱଚାର ହଜିଯାଇଥିବା ଚମକକୁ ପୁନଃଶ୍ଚ ଫେରିପାରିବେ।

କଦଳୀ ଫେସ୍ ପ୍ୟାକ୍ ତିଆରି କରିବା ଲାଗି ସର୍ବପ୍ରଥମେ କଦଳୀକୁ ଭଲଭାବେ ଚକଟି ଦିଅନ୍ତୁ ଏବଂ ଏଥିରେ କ୍ଷୀର ମିଶାନ୍ତୁ। ଏହାପରେ ଆପଣ ଏଥିରେ ମହୁ ମିଶାଇ ମକ୍ଟଳର କରିଦିଅନ୍ତୁ। ସମସ୍ତ ଜିନିଷକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ।

ବର୍ତ୍ତମାନ ଆପଣ ଏହି ନେଚୁରାଲ ଫେସ୍ ପ୍ୟାକକୁ ବ୍ୟବହାର କରିପାରିବେ। ଫେସ୍ ମାସ୍କକୁ ନିଜ ଚେହେରାରେ ଏବଂ ବେକରେ ଭଲଭାବେ ଆପ୍ଲାଏ କରନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ନିଜ ତ୍ୱଚାରେ ଲଗାଇ ରଖନ୍ତୁ। ଏହାପରେ ମୁହଁକୁ ଭଲଭାବେ ଧୋଇ ନିଅନ୍ତୁ। ଏହା ଆପଣଙ୍କ ଉପରେ ପଜିଟିଭ ପ୍ରଭାବ ପକାଇବ।