Breaking: ଲିଙ୍ଗରାଜ ବିବାଦର ହେଲାନି ସମାଧାନ, ବୈଠକରେ ଯୋଗ ଦେଲେନି ବ୍ରାହ୍ମଣ ନିଯୋଗ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ସେବାୟତ ବିବାଦରେ ପଡ଼ିଲାନି ପୂର୍ଣ୍ଣଚ୍ଛେଦ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରେ ବସିଥିବା ବୈଠକ ଶେଷ ହୋଇଛି । ହେଲେ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହାନ୍ତି ।

ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ବସିବା ନେଇ ଜିଲ୍ଲାପାଳଙ୍କ ସୂଚନା ।

ବୈଠକରେ ଯୋଗ ନେଇ ନ ଥିଲେ ବ୍ରାହ୍ମଣ ନିଯୋଗ ।