• Likes
  • Followers
  • Subscribers
  • Followers
  • Android App
  • Saturday, July 26, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Saving Account ରେ ଏତିକି ନଗଦ ରାଶି ଜମା କଲେ, ଦେବାକୁ ପଡିବ ୬୦%ର ଟ୍ୟାକ୍ସ

Saving Account ରେ ଏତିକି ନଗଦ ରାଶି ଜମା କଲେ, ଦେବାକୁ ପଡିବ ୬୦%ର ଟ୍ୟାକ୍ସ

ସେଭିଙ୍ଗ ଆକାଉଣ୍ଟରେ Cash ଜମା କରିବା ପୂର୍ବରୁ ଏହି ଖବର ପଢନ୍ତୁ..

By Chinmayee Beura On Feb 6, 2025 at 2:20 PM
Share

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ ସେଭିଙ୍ଗ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆୟକର ବିଭାଗ ଏହି ନୂଆ ନିୟମ ଲାଗୁ କରିଛି।

ନୂଆ ନିୟମର ଗାଇଡଲାଇନ ଅନୁଯାୟୀ, ଯଦି ଆପଣ ନିଜ ବ୍ୟାଙ୍କ ଖାତାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଏକ ଆର୍ଥିକ ବର୍ଷରେ ଜମା କରିବେ ତେବେ, ଆପଣଙ୍କୁ ଏଥିପାଇଁ କାରଣ ଦର୍ଶାଇବାକୁ ପଡିବ।

ଆଉ ଯଦି ଆପଣ କୌଣସି କାରଣ ଦର୍ଶାଉନାହାନ୍ତି ତେବେ, ବିଭାଗ ଆପଣଙ୍କ ଜମା ରାଶି ଉପରେ ୬୦% ଟ୍ୟାକ୍ସ ହାସଲ କରିବ।

ଆହୁରି ପଢନ୍ତୁ

ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା…

HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି…

ଆୟକର ବିଭାଗର ନୂଆ ଗାଇଡଲାଇନ୍‌: ଆୟକର ବିଭାଗ ଏହା ସ୍ପଷ୍ଟ କରିଛି ଯେ, ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜମା କରେ ତେବେ ଏହାର କାରଣ ଦର୍ଶାଇବା ନିହାତି ଆବଶ୍ୟକ।

ଆୟର ଉତ୍ସ ପ୍ରମାଣିତ ନ କରିବା ସ୍ଥିତିରେ ବିଭାଗ ୬୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବ। ଏହି ନିୟମ କଳା ଧନ ଏବଂ ବେଆଇନ ପେମେଣ୍ଟକୁ ରୋକିବାର ଉଦ୍ଦେଶ୍ୟରେ ଲାଗୁ କରାଯାଇଛି।

ନଗଦ ରାଶି ଜମା କରିବାର ସୀମା: ଆରବିଆଇ ଅନୁଯାୟୀ, ସେଭିଙ୍ଗ ଆକାଉଣ୍ଟରେ ନଗଦ ରାଶି ଜମା କରିବାର ସୀମା ବର୍ତ୍ତମାନ ଅଧିକ କଡ଼ାକଡି କରାଯାଇଛି। ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ରାଶି ଜମା କରୁଛନ୍ତି, ତେବେ ଆପଣଙ୍କୁ ପ୍ୟାନ ନମ୍ବରର ସୂଚନା ଦେବାକୁ ପଡିବ।

ନୂଆ ନିୟମ ଅନୁଯାୟୀ, ୫୦,୦୦୦ ଟଙ୍କା ସ୍ଥାନରେ ବର୍ତ୍ତମାନ ୨.୫ ଲକ୍ଷ ଟଙ୍କାରୁ ଅଧିକ ରାଶି ଜମା କରିବାରେ ପ୍ୟାନ କାର୍ଡର ସୂଚନା ଦେବା ଆବଶ୍ୟକ ହୋଇଯାଇଛି।

Share

Prev Post

ସରକାରୀ ସ୍କୁଲରେ ଲଜ୍ଜା, ହାଇସ୍କୁଲର ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସେହି ସ୍କୁଲର ଶିକ୍ଷକ

Next Post

BREAKING: TOP ୫ ରାଜ୍ୟ ତାଲିକାରେ ରହିବ ଓଡ଼ିଶା… ଷୋଡ଼ଶ କମିଶନଙ୍କ ନିକଟରେ ୧୨,୫୯,୧୪୮ କୋଟି ଦାବି କଲେ ମୁଖ୍ୟମନ୍ତ୍ରୀ

You might also like More from author
ଅପରାଧ

ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା ସାମ୍ନାରେ ଢୋ ଢା ବସାଇଲେ ଅଭିନେତ୍ରୀ

Featured

HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି ବଳାତ୍କାର, ଗର୍ଭବତୀ ପରେ ଗର୍ଭପାତ ପାଇଁ ବାଧ୍ୟ!

Breaking News

ଆକ୍ସନ ମୋଡକୁ ଆସିଲା ଇନଷ୍ଟାଗ୍ରାମ: ସମ୍ପୂର୍ଣ୍ଣ ଟାଇଟ୍ ଟିନଏଜରଙ୍କ ଆକାଉଣ୍ଟ ହେବ ସୁରକ୍ଷିତ, ଲଞ୍ଚ…

Breaking News

୧ ଅଗଷ୍ଟରୁ ବଦଳିଯିବ ଅନେକ ନିୟମ: ଆପଣଙ୍କ ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ, ଦେଖନ୍ତୁ ଲିଷ୍ଟ

Breaking News

ରୁମରେ କିଏ କଣ କରୁଛି, ତାହା କହିଦେବ Wi-Fi: ଜାଣନ୍ତୁ ନୂଆ WhoFi ଟେକ୍ନୋଲୋଜି ବିଷୟରେ ସବୁକିଛି

Featured

ବାହା ହେବାକୁ ମନା କରିବାରୁ ପାକିସ୍ତାନୀ ଟିକଟକ ଷ୍ଟାରଙ୍କୁ ବିଷ ଦେଇ ମାରିଦେଲେ!!!

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା…

HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି…

ଆକ୍ସନ ମୋଡକୁ ଆସିଲା ଇନଷ୍ଟାଗ୍ରାମ:…

୧ ଅଗଷ୍ଟରୁ ବଦଳିଯିବ ଅନେକ ନିୟମ: ଆପଣଙ୍କ ପକେଟ…

ରୁମରେ କିଏ କଣ କରୁଛି, ତାହା କହିଦେବ Wi-Fi:…

ବାହା ହେବାକୁ ମନା କରିବାରୁ ପାକିସ୍ତାନୀ ଟିକଟକ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା…

HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି…

ଆକ୍ସନ ମୋଡକୁ ଆସିଲା ଇନଷ୍ଟାଗ୍ରାମ:…

୧ ଅଗଷ୍ଟରୁ ବଦଳିଯିବ ଅନେକ ନିୟମ: ଆପଣଙ୍କ ପକେଟ…

Prev Next 1 of 27,991
© 2025 - TK Digital All Rights Reserved.