ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ବଢ଼ିଲା ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର ।
କନିଷ୍ଠ ଶିକ୍ଷକଙ୍କ ଉପରେ ସରକାରଙ୍କ ଶୁଭଦୃଷ୍ଟି । ୧୧ ହଜାରରୁ ବଢ଼ି ୧୬ ହଜାର ହେଲା ଦରମା । ବର୍ଦ୍ଧିତ ଦରମା ଆଜିଠାରୁ ଲାଗୁ ହେବ ।
ମାସିକ ଦରମାରେ ୫ ହଜାର ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ବୃଦ୍ଧି ।
ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି କନିଷ୍ଠ ଶିକ୍ଷକ ।