Breaking: ରାଜା ସ୍ୱାଇଁଙ୍କୁ ଘେରିଲେ ଭାଜପା କର୍ମୀ, ଉଦ୍ଧାର କଲା ପୋଲିସ

ଆଠଗଡ଼: କଟକ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ । ତିଗିରିଆ ବ୍ଲକକୁୂ ପଞ୍ଚାୟତ ସମିତି ବୈଠକକୁ ଯିବାବେଳେ ଘେରିଲେ ଲୋକେ ।

ବୈଠକ ସାରି ଫେରିଲାବେଳେ ପୁଣି ବିରୋଧ କଲେ ବିଜେପି କର୍ମୀ । ଉଭୟର ଦଳର କର୍ମୀଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା ।

ବିଧାୟକଙ୍କ ଗାଡ଼ିକୁ ଏସ୍କର୍ଟ କରି ବାହାରକୁ ଆଣିଲା ପୋଲିସ ।