ଭୁବନେଶ୍ୱର: କିଟରେ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଗଲା । ସେମାନଙ୍କୁ ଜୋର ଜବରଦସ୍ତ କଟକ ରେଲୱେ ଷ୍ଟେସନରେ ଛଡ଼ାଯାଇଥିବା ସୂଚନା ।
ପିଲାଙ୍କୁ ୨ଟି ବସରେ ନେଇ କଟକରେ ଛାଡ଼ିଦେଲେ କିଟ୍ କର୍ତ୍ତୃପକ୍ଷ । ଧକ୍କା, ବେକୁଆ ମାରି ସେମାନଙ୍କୁ ଜବରଦସ୍ତି କଲେଜରୁ ତଡ଼ିଥିବା ଅଭିଯୋଗ ହୋଇଛି ।
ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ନ୍ୟାୟ ଦାବିରେ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରିଥିଲେ ।