Breaking: ମାର୍ଚ୍ଚ ଏହି ତାରିଖ ପର୍ଯ୍ୟନ୍ତ ଚାଲିବ SI ପରୀକ୍ଷା, ୯୩୩ ପଦବୀ ପାଇଁ ହେବ ଟେଷ୍ଟ

ଭୁବନେଶ୍ୱର: ମାର୍ଚ୍ଚ ୮,୯ରେ ପୋଲିସ ଏସଆଇ ପରୀକ୍ଷା ନେଇ ସୂଚନା ଜାରି ।

ମୋଟ ୯୩୩ ପଦବୀ ପାଇଁ ହେବ ପରୀକ୍ଷା । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ବି ହେବ ପରୀକ୍ଷା ।

ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟରେ ହେବ ପରୀକ୍ଷା । ଓଡ଼ିଶା ପୋଲିସି ୱେସାଇଟରୁ ଆଡମିଟକାର୍ଡ ଡାଉନଲୋଡ ପରାମର୍ଶ ।

ପରୀକ୍ଷାର ପରିଚାଳନା କରିବ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ।