ସୁନ୍ଦରଗଡ଼: ସ୍ତ୍ରୀ’କୁ ହତ୍ୟା କଲା ନୃଶଂସ ସ୍ୱାମୀ । ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀ ଏପରି କରିଥିବା କୁହାଯାଉଛି ।
ଟାଉନ ଥାନା ଭବାନୀପୁର ରଜାମୁଣ୍ଡାରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ଟାଉନ ଥାନା ପୋଲିସ ।
ସ୍ୱତନ୍ତ୍ର ଟିମ୍ ଘଟଣା ଛାନଭିନ୍ ଚଳାଇଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରେ ପଚରାଉଚରା ଚଳାଇଛି ଟାଉନ ଥାନା ପୋଲିସ ।