• Likes
  • Followers
  • Subscribers
  • Followers
  • Android App
  • Friday, September 26, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଶ୍ରଦ୍ଧା କପୁରଙ୍କ ‘ଏକ୍ସ’ ଆକାଉଣ୍ଟ ହୋଇଗଲା ହ୍ୟାକ୍‌! ଏମିତି ଆସିଲା ପୋଷ୍ଟ, ଫ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ
CHARIDHAM

ଶ୍ରଦ୍ଧା କପୁରଙ୍କ ‘ଏକ୍ସ’ ଆକାଉଣ୍ଟ ହୋଇଗଲା ହ୍ୟାକ୍‌! ଏମିତି ଆସିଲା ପୋଷ୍ଟ, ଫ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ୍ସ ହ୍ୟାଣ୍ଡେଲ୍ ହୋଇଗଲା ହ୍ୟାକ୍‌

By Chinmayee Beura On Mar 26, 2025 at 2:10 PM
Share

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଏକ ରହସ୍ୟମୟୀ ପୋଷ୍ଟ ସାମ୍ନାକୁ ଆସିବା ପରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଛି ଯେ, ବୋଧହୁଏ ଅଭିନେତ୍ରୀଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି।

ଶ୍ରଦ୍ଧା ଯାହାକୁ ଏକ୍ସରେ କେବେ ପୋଷ୍ଟ କରନ୍ତିନି, ତାହା ପୋଷ୍ଟ କରାଯାଇଛି। ଏଥିପାଇଁ ଫ୍ୟାନ୍ସ ଭାବୁଛନ୍ତି ଶ୍ରଦ୍ଧାଙ୍କ ଆକାଉଣ୍ଟ କିଏ ହ୍ୟାକ୍ କରିଛି। ଏହି ପୋଷ୍ଟରେ ଲେଖାଯାଇଛି ଯେ, Easy $28. GG!।

Easy $28. GG!

— Shraddha (@ShraddhaKapoor) March 25, 2025

ଆହୁରି ପଢନ୍ତୁ

Tariff 100%; ହାତରେ ନମାରି ଭାତରେ ମାରୁଛନ୍ତି…

(VIDEO) World Cup 2025: ବିଶ୍ୱକପ ପୂର୍ବରୁ…

ଶ୍ରଦ୍ଧାଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥିରେ ବର୍ତ୍ତମାନ ସନ୍ଦେହ କରାଯାଉଛି ଯେ, ଅଭିନେତ୍ରୀଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଜଣେ ୟୁଜର ପ୬ଶ୍ନ କରିଛନ୍ତି ଯେ, ‘ସିକ୍ରେଟ୍ ମେସେଜ ନା ଆକାଉଣ୍ଟ ହ୍ୟାକ୍ସ ହୋଇଗଲା’, ଅନ୍ୟ ଜଣେ ପଚାରିଛି, ‘କଣ ଏହି ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି।’

Share

Prev Post

‘ବକ୍ଷ ଧରିବା, ବସ୍ତ୍ର ଚିରିବା.. ଦୁଷ୍କର୍ମ ନୁହେଁ’, ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌

Next Post

ବୁଝାସୁଝା ବେଳେ ଅତିରିକ୍ତ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ! ପୋଷାକରେ ଲାଗିଥିବା ଷ୍ଟାରକୁ ମଧ୍ୟ ଭିଡିଲେ

You might also like More from author
Top Stories

Tariff 100%; ହାତରେ ନମାରି ଭାତରେ ମାରୁଛନ୍ତି ଟ୍ରମ୍ପ, ପୁଣି ଟାରିଫ ବମ୍‌, ଭାରତ ଉପରେ ପଡ଼ିବ ଅଧିକ…

Breaking News

(VIDEO) World Cup 2025: ବିଶ୍ୱକପ ପୂର୍ବରୁ ଭାରତକୁ ବଡ଼ ଝଟକା; ଏହି ଷ୍ଟାର ଖେଳାଳି ଆହତ, ଚାଲିବା…

Asia Cup

Asia Cup Final Ind VS Pak:ସୁପର ସଣ୍ଡେରେ ମହାମୁକାବିଲା, ୪୧ ବର୍ଷରେ ପ୍ରଥମ ଥର ଟାଇଟେଲ ପାଇଁ…

Astrology

ଆଜି ଚନ୍ଦ୍ରାଧି ଯୋଗର ଶୁଭ ସଂଯୋଗ; ଏହି ରାଶି ଉପରେ ହେବ ଟଙ୍କା ବର୍ଷା, 4 ରାଶି ରୁହନ୍ତୁ ସତର୍କ,…

Breaking News

ଦୁଲ ଦୁଲ ହୋଇ ନିର୍ଦ୍ଧୁମ କାଚିବ, ୩ଦିନ ବର୍ଷାରୁ ନାହିଁ ନିସ୍ତାର, ପ୍ରବଳ ବର୍ଷା ପାଇଁ ଜିଲ୍ଲାରେ…

ଖବର

ଅଦ୍ଭୁତ ମନ୍ଦିର, ଏହି ପୀଠରେ ଦେବୀ ମା’ ନିଜେ କରନ୍ତି ଅଗ୍ନି ସ୍ନାନ, ହୁତୁହୁତୁ ହୋଇ ଜଳେ…

Prev Next
Odisha Bhaskar

Recent Posts

Tariff 100%; ହାତରେ ନମାରି ଭାତରେ ମାରୁଛନ୍ତି…

(VIDEO) World Cup 2025: ବିଶ୍ୱକପ ପୂର୍ବରୁ…

Asia Cup Final Ind VS Pak:ସୁପର ସଣ୍ଡେରେ…

ଆଜି ଚନ୍ଦ୍ରାଧି ଯୋଗର ଶୁଭ ସଂଯୋଗ; ଏହି ରାଶି…

ଦୁଲ ଦୁଲ ହୋଇ ନିର୍ଦ୍ଧୁମ କାଚିବ, ୩ଦିନ…

ଏସିଆ କପ 2025: ଫାଇନାଲରେ ପ୍ରଥମ ଥର ପାଇଁ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Tariff 100%; ହାତରେ ନମାରି ଭାତରେ ମାରୁଛନ୍ତି…

(VIDEO) World Cup 2025: ବିଶ୍ୱକପ ପୂର୍ବରୁ…

Asia Cup Final Ind VS Pak:ସୁପର ସଣ୍ଡେରେ…

ଆଜି ଚନ୍ଦ୍ରାଧି ଯୋଗର ଶୁଭ ସଂଯୋଗ; ଏହି ରାଶି…

Prev Next 1 of 28,899
© 2025 - TK Digital All Rights Reserved.