fbpx

ବ୍ରହ୍ମଗିରିରେ କରୋନାକୁ ନେଇ ବୋମାମାଡ଼

ବ୍ରହ୍ମଗିରି,୨୪/୭(ଓଡିଶା ଭାସ୍କର) : କରୋନା ଗୁଜବକୁ ନେଇ ବ୍ରହ୍ମଗିରି ଅନ୍ତର୍ଗତ ନିଶିଭଅଁର ଗାଁରେ ଘନଘନ ବୋମାମାଡ଼ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ସହ ୫୦ରୁ ଅଧିକ ବୋମାମାଡ଼ ହୋଇଥିବା ଜଣାପଡିଛି । ଏଥିରେ ଗୁରୁତର ହୋଇଥିବା ୨ଜଣଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.